33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଇନ ଜୀବି ଙ୍କ ଧାରଣା

ଆଇନ ଜୀବି ଙ୍କ ଧାରଣା

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ ଜାତୀୟ ରାଜପଥ 26 ର ବାଡନୀପୁଟ ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ 26 କିଲୋମିଟର ପାଲଟିଛି ମରଣ ଜନ୍ତା। ଶହ ଶହ ଖାଲ ଖମା ସୃଷ୍ଟି ହୋଇଛି। ଆଉ ଦୈନିକ ସହ ସହ ଗାଡି ଯାତାୟାତ ହେଉଥିବା ବେଳେ ଅନେକ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି । ଆଉ ଏହି 26 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଖି ଦ୍ରୁସିଆ କାର୍ଯ୍ୟ ହଇପାରିନି । ହେଲେ ଠିକା ସଂସ୍ଥା ମୋନପୋଲି ଚୋଲେଇଛି । ଯାହାକୁ ନେଇ ପୁର୍ବରୁ ଜୟପୁର ବିଜେଡି କର୍ମୀ ମାନେ NH ଅଫିସ ସମୁଖରେ ଧାରଣା ଓ ବିକ୍ଷଭ କରିଛନ୍ତି।ଏକ ତିନି ଦଫା ସମ୍ଭଳିତ ଦାବିପତ୍ର ବି ରାଜପଥ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାନ୍ତି ଙ୍କୁ ପ୍ରଦାନ କରୀଥୀଲେ। ଆଉ କଂଗ୍ରେସ ବି ହୋ ହାଲ୍ଲା NH ଓଫିସ ସାମ୍ନା ରେ କୋରୀଥୀଲା । ବିଜେପି ବି କାର୍ଯ୍ୟ ନିର୍ବାହୀ ଜନ୍ତ୍ରି ଙ୍କୁ ଶାଖ୍ୟାତ କୋରୀ ଏକ ଦାବି ପତ୍ର ପ୍ରୋଦାନ କୋରୀଥୀଲା । ଆଉ ଆଜି ଜୟପୁର ଓକିଲ ସଙ୍ଘ ଜାତୀୟ ରାଜପଥ କାର୍ଯ୍ୟାଳୟ ଘେରାଉ କୋରୀବା ସହ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କ ଅନୁ ପୋସ୍ତୀତୀ ରେ ତାଙ୍କ କିରାଣୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କୋରୀବା ସହୋ ଠିକା ଦାର ନାରେ ଜୟପୁର ସଦର ଥାନାରେ ଏତଲା ଦେବା ନିମନ୍ତେ ନିଷ୍ପତି ଗ୍ରହଣ କୋରୀଛନ୍ତି ଓକିଲ ସଂଘ । ଆଉ ରାଜପଥ ର ମରାମତି କାର୍ଯ୍ୟ ଶୀଘ୍ର ନକଲେ ଆଗାମୀ ଦିନରେ ରାଜରାସ୍ତା କୁ ଓଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଇନ ଜୀବୀ ସଙ୍ଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking