29.1 C
Bhubaneswar
Sunday, May 5, 2024
Homeଓଡିଶାକୋଟିପତି ଯନ୍ତ୍ରୀଙ୍କ  ୨ୟ ପତ୍ନୀ ଗିରଫ

କୋଟିପତି ଯନ୍ତ୍ରୀଙ୍କ  ୨ୟ ପତ୍ନୀ ଗିରଫ

ଭୁବନେଶ୍ୱର: କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା । କାର୍ତ୍ତିକେଶ୍ୱର ରାଉଳଙ୍କ ୨ୟ ପତ୍ନୀ କଳ୍ପନା ପଅଧାନ ଗିରଫ । ପଚାଉଚରା ପରେ କଳ୍ପନା ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଓ ଲୁଚାଭାବରେ ସହଯ୍ଧେଜ୍ଞ ଅଭିଯୋଗ । କଳ୍ପନାଙ୍କ ଘରୁ ପୂର୍ବରୁ ୨ କୋଟି ୪୧ ହଜାର ମିଳିଥିଲା । ଆଜି କଳ୍ପନାଙ୍କ ଭଉଣୀ ଘରୁ ୧.୪ କୋଟି ମିଳିଛି ।
ଏଯାବତ୍ ଯନ୍ତ୍ରୀଙ୍କ ନଗଦ ୩ କୋଟି ୪୫ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ପରିମାଣରେ ନଗଦ ଟଙ୍କା ଜବତ କରାଯାଇଛି । ୩୬୦ ଗ୍ରାମ ସୁନା ସହ ୧୦୦୪ ଗ୍ରାମ ରୂପା ମଧ୍ୟ ଜବତ କରାହଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking