33.1 C
Bhubaneswar
Tuesday, April 30, 2024
Homeସ୍ୱାସ୍ଥ୍ୟଜାଣନ୍ତୁ ହାତରେ ତମ୍ବା କଡା ପିନ୍ଧିବାର ଫାଇଦା

ଜାଣନ୍ତୁ ହାତରେ ତମ୍ବା କଡା ପିନ୍ଧିବାର ଫାଇଦା

ଭୁବନେଶ୍ୱର : କଡା ପ୍ରଭୁ ହନୁମାନଙ୍କ ପ୍ରତୀକ। ଏହାକୁ ପିନ୍ଧିବା ଦ୍ବାରା ତମ୍ବା କଡା ପିନ୍ଧିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି କିଛି ଲୋକେ ହାତରେ ତମ୍ବା, ପିତ୍ତଳ ଓ ଚାନ୍ଦିର କଡା ପିନ୍ଧି ଥାଆନ୍ତି। ମାତ୍ର ହାତରେ ତମ୍ବା କଡା ପିନ୍ଧିଲେ କି କି ଲାଭ ମିଳେ ଜାଣନ୍ତୁ..
ତମ୍ବା କଡା ପିନ୍ଧିବା ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କର ବହୁ ଆଗରୁ ଏହି ସମସ୍ୟା ରହିଛି, ସେମାନଙ୍କ ପାଇଁ ମଧ୍ୟ ଏହା ପିନ୍ଧିବା ବେଶ ଲାଭଦାୟକ ।କୁହାଯାଏ ତମ୍ବା କୋଲେଷ୍ଟେରୋଲ୍‌କୁ ମଧ୍ୟ ନିୟନ୍ତ୍ରଣ ରଖୁବାରେ ସହାୟକ ହୋଇଥାଏ। ଏହାଦ୍ବାରା ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଏହା ତ୍ବଚାର ରକ୍ଷଣାବେକ୍ଷଣା କରିଥାଏ। ଏହାକୁ ପିନ୍ଧିବା ଦ୍ବାରା ଶୀଘ୍ର ବାର୍ଦ୍ଧକ୍ୟ କିମ୍ବା। ବୟସ ବଢିବା ପ୍ରଭାବ ତ୍ବଚାରେ ଦେଖାଯାଏ ନାହିଁ। ଏହା ଶରୀରରେ ଅଦରକାରୀ ପଦାର୍ଥର ମାତ୍ରା କମ୍ କରିବାରେ ସହାୟକ ହୋଇଥାଏ। ତମ୍ବା କଡା ପିନ୍ଧିବା ଦ୍ବାରା ହିମୋଗ୍ଲୋବିନ୍ ତିଆରି ହେବାରେ ସହାୟକ ହୋଇଥାଏ I ଏହା କ୍ରୋଧକୁ ନିୟନ୍ତ୍ରଣ ରଖୁଥାଏ। ଏହାସହ ହାତରେ କଡା ଧାରଣ କରିବା ଦ୍ବାରା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ନକରାତ୍ମକ ଶକ୍ତିରୁ ମଧ୍ୟ ଏହା ରକ୍ଷା କରିଥାଏ ବୋଲି କୁହାଯାଏ। ଜାତକରେ ସୂର୍ଯ୍ୟଗ୍ରହ ଦୁର୍ବଳ ଥିଲେ, ତମ୍ବା କଡା ପିନ୍ଧିବା ଦ୍ବାରା ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହାଦ୍ବାରା ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ। ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ସମସ୍ତ ସଙ୍କଟ ଦୂର ହୋଇଥାଏ I ବୃଦ୍ଧି ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking