29.1 C
Bhubaneswar
Friday, May 10, 2024
Homeକାରଗିଲ ବିଜୟ ଦିବସ-୨୦୨୩କାର୍ଗିଲ ବିଜୟ ଦିବସ: ପ୍ରତିକୂଳ ପରିସ୍ଥିତିରେ ଅସୀମ ବୀରତା ପ୍ରଦର୍ଶନ କରିଥିଲା ଭାରତୀୟ ସେନା

କାର୍ଗିଲ ବିଜୟ ଦିବସ: ପ୍ରତିକୂଳ ପରିସ୍ଥିତିରେ ଅସୀମ ବୀରତା ପ୍ରଦର୍ଶନ କରିଥିଲା ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନ ଅସ୍ତିତ୍ବ ଆସିବା ପରଠୁ ଏହାର ଭାରତ ସହ ଏଯାବତ୍ ଚାରିଥର ଲଢେଇ ହୋଇସାରିଛି । ପ୍ରଥମ ୧୯୪୭ରେ ଭାରତ-ପାକିସ୍ତାନ ଲଢେଇ ହୋଇଥିଲା । ଯାହାକୁ କାଶ୍ମୀର ଯୁଦ୍ଧ ବି କୁହାଯାଏ । ଦ୍ବିତୀୟରେ ୧୯୬୫, ତୃତୀୟ ଲଢେଇ ୧୯୭୧ରେ ହୋଇଥିଲା । ଏଥିରେ ସାରା ଦୁନିଆ ଭାରତର ପରାକ୍ରମ ଦେଖିଥିଲା । ଏହି ଲଢେଇରେ ପାକିସ୍ତାନ ଦୁଇ ଭାଗ ହୋଇ ଗୋଟିଏ ଭାଗ ବାଲାଂଦେଶରେ ପରିଣତ ହୋଇଥିଲା । ଏହାପରେ ଚତୁର୍ଥ ତଥା ଅନ୍ତିମ  ଯୁଦ୍ଧ ହୋଇଥିଲା କାର୍ଗିଲ । କାର୍ଗିଲ ଶିଖରକୁ କବ୍ଜା କରିଥିବା ପାକ୍ ସେନା ପୁଣିଥଣିରେ ଭାରତ ଠାରୁ ମାତ୍ ଖାଇଥିଲା ।
୧୯୯୯ ମସିହା , ଆଜକୁ ଠିକ ୨୨ ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । ଏହି ଲଢେଇ ସେତେବେଳେ ହୋଇଥିଲା ଯେ ତେବେଳେ ଭାରତର ଅଗୋଚରରେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା । ସେଇଠୁ ଆରମ୍ଭ ହୋଇଥିଲେ ଲଢେଇ । ଶେଷରେ ୧୯୯୯ ମସିଆ  ଜୁଲାଇ ୨୬ରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ତ୍ରିରତ୍ଇ ଥିଲା ଭାରତ । ତେବେ ଏହି କାର୍ଗିଲ ଯୁଦ୍ଧ ପଛରେ ପାକିସ୍ତାନର କଣ ଉଦ୍ଦେଶ୍ୟ ରହିଥି ହିଲା ଏବଂ କେମିତି ପାକ୍ ସେନା ପରାଜୟ ବରଣ କରିଥିଲେ । ଭାରତକୁ ପାକିସ୍ତାନର ଏହି କାର୍ଗିଲ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । କିଛି ମେଷପାଳକ ଯେ ତେବେଳେ ସେହି ଅଞ୍ଚଳକୁ ଯାଇଥିଲେ ଏବଂ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହିଠାରୁ ମେଷପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ସ୍ଥିତିସ୍ଥିକୁତିକୁନିରୀନିରୀକ୍ଷଣ କରିବା ପରେ ଭାରତୀୟ ସେନା ବିଜୟ ଅପ ବି ରେସନ ଆରମ୍ଭ କରିଥିଲେ । କିନ୍ତୁ ପାକିସ୍ତାନ ପକ୍ଷରୁ ଏହାର କୌଣସି ଜସି ବାବ ଦିଆଦି ଯାଇନଥିଲା । କାରଣ ପାକ୍ ଅନ୍ୟ କିଛି ଚାଲ୍ ଚଳାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking