30.1 C
Bhubaneswar
Saturday, April 27, 2024
Homeଓଡିଶାକଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଆର ନିଖୋଜ

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଆର ନିଖୋଜ

କଳାହାଣ୍ଡି:  କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓବରସିଆର 22 ତାରିଖ ରୁ ନିଖୋଜ । ନିଖୋଜ ଅଧିକାରୀ ହେଲେ ଧନଞ୍ଜୟ ଧୋବା । ଭବାନିପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁର କୁ ଯାଉଥିବା ବେଳେ ନିଖୋଜ । ସୁଚନା ଦେଲେ ଥୁଆମୂଳ ରାମପୁର ଥାନା ଅଧିକାରୀ ।  ସୂଚନା ଅନୁସାରେ 22ତାରିଖ ରେ ଧନଞ୍ଜୟ ଅଫିସ କାମ ରେ ରଭବାନୀପାଟଣା ରୁ ଥୁଆମୂଳ ରାମପୁର ଆସୁଥିଲେ ।  ହେଲେ ଗୁଣପୁର ଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି । ମୁଖ୍ୟତ ଏହି ଅଞ୍ଚଳ ଜଙ୍ଗଲ ଥିବା ରୁ ନେଟୱାର୍କ ଆସୀନଥାଏ । ପରବର୍ତୀ ସମୟରେ ତାଙ୍କ କିଛି ଖବର ନ ପାଇ ସହକର୍ମି ସ୍ୱରୂପ ସିଂଦେଓ ପକ୍ଷରୁ ଥୁଆମୂଳ ରାମପୁର ଥାନାରେଏକ ଏତେଲା ଦେଇଛନ୍ତି । ଅନ୍ୟ ପଟରେ ଧନଞ୍ଜୟ ଙ୍କ ଗାଁ ରାୟଗଡା ସିରିଗୁଡ଼ି ସେଠି ତାଙ୍କ ପୁଅ ଓ ସ୍ତ୍ରୀ ରହନ୍ତି । ଏହି ମାମଲା କୁ ପୋଲିସ ଗୁରୁତ୍ୱ ସହ ନେବା ସହ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking