35.1 C
Bhubaneswar
Saturday, May 4, 2024
Homeଅପରାଧସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ବ୍ୟୁରୋ : ବିହାର ଅରରିୟା ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସାମ୍ବାଦିକ ଜଣକ ବିମଲ କୁମାର ବୋଲି ଜଣାପଡିଛି । ତାଙ୍କ ଘରେ ପଶି ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ବିହାର ଅରରିୟା ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସାମ୍ବାଦିକ ଜଣକ ବିମଲ କୁମାର ବୋଲି ଜଣାପଡିଛି । ତାଙ୍କ ଘରେ ପଶି ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking