37.1 C
Bhubaneswar
Saturday, May 18, 2024
Homeଓଡିଶାବିଏମସିକୁ ଅପରାଜିତାଙ୍କ ଟାର୍ଗେଟ୍‌

ବିଏମସିକୁ ଅପରାଜିତାଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ଶବାହ ଗୃହ ଉଦଘାଟନ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଟାର୍ଗେଟ । ବିଏମସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷ୍ୟରୁ କେହି ନ ଆସିବାରୁ ଟାର୍ଗେଟ । ରାଜ୍ୟ ସରଙ୍କାରଙ୍କ ଏହା କେଉଁ ପ୍ରକାରର ବିବେକ ପ୍ରଶ୍ୱ କଲେ ଅପରାଜିତା । ୫ କୋଟିର ଏତେ ବଡ କାର୍ଯ୍ୟକ୍ରମ କିନ୍ତୁ ବିଏମସିରୁ କେହି ବି ଜଣେ ଆସିଲେନାହିଁ । ବିଏମସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କେହି ବି ଆସିଲେନି । ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର କହିଲେ ସାଂସଦ ଅପରାଜିତା ଷଡଙ୍ଗୀ ।

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକ ନିଲମ୍ବିତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking