29.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେପିରେ ଯୋଗ ଦେଉଦେଉ ମିଳିଲା ଟିକେଟ

ବିଜେପିରେ ଯୋଗ ଦେଉଦେଉ ମିଳିଲା ଟିକେଟ

ଭୁବନେଶ୍ବର :ଦୀର୍ଘ ଦିନର ଅପେକ୍ଷା ପରେ ଆଜି ବିଜେପି ପୁଣି ତା’ର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୨୧ ଜଣ ବିଧାନସଭା ଆସନ ପାଇଁ ବିଜେପି ନିଜ ଯୋଦ୍ଧାଙ୍କ ନାମ ଘୋଷଣା କରିଛି । ପ୍ରାର୍ଥୀ ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ନାମ ରହିଛି । ସୂଚନା ଯୋଗ୍ୟ, କିଛି ଦିନ ତଳେ ବିଜେଡି ଛାଡି ରାଜ୍ୟ ବିଜେପିସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ କୁଲେସିକା ବିଜେପିରେ ସାମିଲ ହୋଇଥିଲେ । ହେଲେ ବିଜେପିରେ ଯୋଗ ଦେଉଦେଉ ଦଳ ଭାରସା କରି ତାଙ୍କୁ ଟିକେଟ୍ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking