28.1 C
Bhubaneswar
Friday, April 26, 2024
Homeଅପରାଧ୫ଜଣ ଦୁର୍ଦ୍ଧାନ୍ତ ଡକାୟତ କୁ କାବୁ କଲା ଯାଜପୁର ରୋଡ ପୋଲିସ

୫ଜଣ ଦୁର୍ଦ୍ଧାନ୍ତ ଡକାୟତ କୁ କାବୁ କଲା ଯାଜପୁର ରୋଡ ପୋଲିସ

ଯାଜପୁର : ଯାଜପୁର ରୋଡ ପୋଲିସ ୫ଜଣ ଡକାୟତ କାବୁ କରିଛି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି । 2ଟି ମୋଟର ସାଇକେଲ, 2ଟି ବୋମା,, ବହୁ ମୋଟର ସାଇକେଲ ଚାବି, ମ୍ୟାପ, କତୁରୀ ପ୍ରଭୁତି ଅନନ୍ୟା ଡକାୟତି ସରଜାମ ଜବତ କରିଛି । ଆଜି ରାତି ପ୍ରେଟ୍ରୋଲିଙ୍ଗ କରୁଥିବା ସମୟ ରେ 5, 6ଜଣ ଏହି ସହର ର ହୁଡ଼ି ସାହି ଅଞ୍ଚଳ ରେ ଡକାୟତି କରିବା ପାଇଁ ଯୋଜନା ପୋଲିସକୁ ସୂଚନା ମିଳିବାରୁ ପୋଲିସ ଅଚାନକ ଚଢ଼ାଉ କରି ୫ଜଣ ଡକାୟତକୁ କାବୁ କରିଥିଲେ । ଡକାୟତ ମାନଙ୍କ ନାମରେ ପୋଲିସ ଥାନା କେଶ ନମ୍ବର 402/2020ଏକ ମକଦ୍ଦମା ରୁଜୁ କରିଛି ଓ ତଦନ୍ତ ଚଲାଇଛି ।ଥାନାଅଧିକାର ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ S.I.ରାଜେଶ ସେଠି ଡକାୟତ ମାନଂକୁ ଧରିବାରେ ସକ୍ଷମ ହୋଇ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking