28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭୟାବହ ଅଗ୍ନିକାଣ୍ଡ , ସର୍ଟ ସର୍କିଟ ଯୋଗୁ ଜଳିଗଲା ୪ ବଖରା ଘର

ଭୟାବହ ଅଗ୍ନିକାଣ୍ଡ , ସର୍ଟ ସର୍କିଟ ଯୋଗୁ ଜଳିଗଲା ୪ ବଖରା ଘର

ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁ ଜଳିଗଲା ୪ ବଖରା ଘର । ସୂଚନା ଅନୁଯାୟୀ, ସର୍ଟ୍ ସର୍କିଟ ଯୋଗୁ ଆଜି ଯାଜପୁର ବ୍ଲକ ଜାହାନପୁର ପଞ୍ଚାୟତ ଶଙ୍ଖ ନାଳୀ ଗ୍ରାମର ଅନିଲୀ ପଣ୍ଡାଙ୍କ ଘରେ ନିଆଁ ଲାଗି ଜିବା ଫଳରେ ନିଆଁ ବ୍ୟାପି ଯାଇ ଚାରି ବଖରା ଘର ସଂପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି  । ଏହା ସହ ଲକ୍ଷା ଧିକ୍ ଟଙ୍କାର ଆସବା ପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ହେବା ଖବର ପାଇଁ ଯାଜପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking