33.1 C
Bhubaneswar
Sunday, April 28, 2024
Homeଓଡିଶାନହୁଣୀପସି ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଲୋକେ ଆତଙ୍କିତ

ନହୁଣୀପସି ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଲୋକେ ଆତଙ୍କିତ

 ଯାଜପୁର: ଜିଲ୍ଲାର ଦାନଗଦି ବ୍ଲକ ଅଧିନସ୍ଥ ଶାଳୀ ଜଙ୍ଗା ନିକଟସ୍ଥ ନହୁଣୀପସି ଜଙ୍ଗଲରେ ଲାଗିଛି ନିଆଁ ! ନିଆଁକୁ ଲିଭେଇବାକୁ ସ୍ଥାନୀୟ ଲୋକେ ଜୋରଦାର ଲାଗିଥିବାବେଳ ଏଯାଏଁ ଅଗ୍ନିଶମ ଭିଭାଗ ପହଞ୍ଚି ପାରିନି ! ନିଆଁର ପ୍ରଭାବ ବଢିବଢି ଚାଲିଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କିତ ଦେଖିବାକୁ ମିଳିଛି ! ଏହି ନିଆଁ କେମିତି ଲାଗିଲା ତାହା ଏଯାଏଁ ଜଣାପଡ଼ିନଥିବାବେଳେ ଗ୍ରାମବାସୀମାନେ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବନ ବିଭାଗ ଓ ଅଗ୍ନିଶମ ବିଭାଗ ଏଯାଏଁ ପହଞ୍ଚି ପାରିନି ! ଗ୍ରାମବଶୀଙ୍କ ସହଯୋଗରେ ନିଆଁକୁ କିଛି ମାତ୍ରାରେ ନିଅନ୍ତ୍ରଣ କରାଯାଇଥିଲା କିନ୍ତ ପବନ ଦେବା ଫଳରେ ନିଆଁ ଜଙ୍ଗଲର ଚାରିପାଖରେ ଲାଗିଯାଇଥିଲା। ଜଙ୍ଗଲ ର ଗଛ ଓ ଯିବ ଜନ୍ତୁ ପୋଡି ମୃତ୍ୟୁ ବରଣ କରି ଥିବା ର ଅନୁମାନ କରା ଯାଉଛି l ନିଆଁ ଲାଗିବା ନେଇ ନାନା କଥା ଶୁଣିବାକୁ ମିଳୁଛି l ବନ ବିଭାଗ ଖବର ପାଇଁ ମଧ୍ୟ୍ୟଘଟଣା ସ୍ଥଳରେ ପହଂଚି ବା ନେଇଅସନ୍ତୋଷ ପ୍ରକାଶ ପାଇଁଛି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking