37.5 C
Bhubaneswar
Monday, April 20, 2026
Homeଦେଶ ବିଦେଶଇରାନ ପତାକା ବହନକାରୀ ଜାହାଜ ଜବତ

ଇରାନ ପତାକା ବହନକାରୀ ଜାହାଜ ଜବତ

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ବିବାଦର କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି । ଏହି ସମୟରେ ଆମେରିକୀୟ ନୌସେନା ଏକ ଇରାନ ପତାକା ବହନକାରୀ ଜାହାଜକୁ ଜବତ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେ, ଜାହାଜଟି ହର୍ମୁଜ ପ୍ରଣାଳୀରେ ଆମେରିକାର ଅବରୋଧକୁ ଏଡାଇବାକୁ ଚେଷ୍ଟା କରୁଥିଲା । ଇରାନ ଦାବି କରିଛି ଯେ, ମାଲବାହୀ ଜାହାଜ ଜବତ ହେବା ପରେ ଡ୍ରୋନ ଡଙ୍ଗା ସାହାଯ୍ୟରେ ଆମେରିକୀୟ ସେନା ବିରୁଦ୍ଧରେ ପ୍ରତିଶୋଧ ନିଆଯାଇଛି । ଇସଲାମବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନେଇ ଅନିଶ୍ଚିତତା ରହିଛି । ଇରାନର ସରକାରୀ ସାମାଚାର ଏଜେନ୍ସି, ଆଇଆରଏନଏ ରବିବାର ସ୍ପଷ୍ଟ କରିଛି ଯେ, ଇସଲାମବାଦରେ ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାର ରିପୋର୍ଟ ସମ୍ପୁର୍ଣ୍ଣ ମିଥ୍ୟା ଏବଂ ଭୂଲ । ବର୍ତ୍ତମାନର ପରିସ୍ଥିତିରେ ଗଠନମୂଳକ ଆଲୋଚନାରେ କୌଣସି ସ୍ପଷ୍ଟ ସମ୍ଭାବନା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking