34.1 C
Bhubaneswar
Tuesday, October 6, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ

ଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ଵର  : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ ।  ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କେକ୍ କାଟିଛନ୍ତି । ଦୀର୍ଘଦିନ ଧରି କ୍ୟାମ୍ପସ ନିର୍ବାଚନ ଘୋଷଣା ପାଇଁ ଦାବି କରି ଆସୁଥିଲେ ଛାତ୍ରଛାତ୍ରୀ। ଶେଷରେ ସରକାର ନିଷ୍ପତ୍ତି ନେଇଥିବାରୁ ଏବେ କ୍ୟାମ୍ପସରେ ନେତା ସୃଷ୍ଟି ହେବାର ସୁଯୋଗ ସୃଷ୍ଟି ହୋଇଛି।    ଗତକାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ କଲେଜ କି ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ହେବ ସେଠାରେ ସୁପ୍ରିମକୋର୍ଟଙ୍କ ଯାହା ନିର୍ଦ୍ଦେଶ ରହିଛି ସେ ଅନୁଯାୟୀ ନିର୍ବାଚନ ହେବ କି ନାହିଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିଷ୍ପତି ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking