34.1 C
Bhubaneswar
Tuesday, October 6, 2026
Homeଓଡିଶା ଏସସିବି ମେଡିକାଲ ପାଣି ଟାଙ୍କିରୁ ଡେଇଁଲେ ଯୁବକ

 ଏସସିବି ମେଡିକାଲ ପାଣି ଟାଙ୍କିରୁ ଡେଇଁଲେ ଯୁବକ

କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ । ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଟକେଇବାରେ ସବୁ ଚେଷ୍ଟା ବିଫଳ ହେଲା । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ଟାଙ୍କି ଉପରୁ ତଳକୁ ଡେଇଁ ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ କାଜୁଆଲିଟିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗୁରୁତର ଯୁବକ ହେଲେ ୨୧ ବର୍ଷୀୟ ରାଜେଶ ପରିଡା । ଯୁବକ ଜଣକ ଜଣେ ମାନସିକ ରୋଗୀ । ସେ ମେଡିକାଲରେ ଥିବା ପାଣି ଟାଙ୍କି ଉପରକୁ ଚଢିଯାଇଥିଲେ । ଏହା ଦେଖିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା ହେଲେ କିଛି ନଶୁଣି ଡେଇଁ ପଡିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking