ଭୁବନେଶ୍ୱର: ଇଣ୍ଡିଆ ବ୍ଲକର ବିକ୍ଷୋଭକୁ ସମ୍ବିତ ପାତ୍ର ପ୍ରେସମିଟ କରି କଡା ସମାଲୋଚନା କରି କହିଛନ୍ତି। ଅରାଜକତା ସୃଷ୍ଟି ଓ ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ ପାଇଁ ଉଦ୍ୟମ । ସାମ୍ବିଧାନିକ ବିଧି ବ୍ୟବସ୍ଥାର ଅବମାନନା ପାଇଁ ଉଦ୍ୟମ ହେଉଛି । ଫର୍ମ- ୬କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହାନ୍ତି । ଫର୍ମ-୬ ବଦଳାଯାଇଥିବା ଅଭିଯୋଗର ତର୍ଜମା ହେବ କହିଛନ୍ତି । ଇସିଆଇରେ ମତଭେଦ ଥିବା ଯାହା କୁହାଯାଉଛି ତାହା ଠିକ ନୁହେଁ । ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ।










