33.1 C
Bhubaneswar
Tuesday, October 6, 2026
Homeଦେଶ ବିଦେଶINDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କଥିତ ଏକ ତରଫା କାର୍ଯ୍ୟାନୁଷ୍ଠାନ ଏବଂ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ ପଡିବା ଅଭିଯୋଗକୁ ନେଇ ଆଜି ବିରୋଧୀ ଦଳଗୁଡିକ ପକ୍ଷରୁ ଆୟୋଜିତ ପ୍ରତିବାଦ ଶୋଭାଯାତ୍ରାରେ ବିଜୁ ଜନତା ଦଳ ସାମିଲ ହୋଇଛି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking