40.1 C
Bhubaneswar
Tuesday, April 30, 2024
Homeକରୋନାଆଇପିଏଲରେ ପୁଣି କରୋନା ଏଣ୍ଟ୍ରି; ଟି ନଟରାଜନ କରୋନା ପଜିଟିଭ

ଆଇପିଏଲରେ ପୁଣି କରୋନା ଏଣ୍ଟ୍ରି; ଟି ନଟରାଜନ କରୋନା ପଜିଟିଭ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ଦୃତ ବୋଲର ଟି ନଟରାଜନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ବୁଧବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚକୁ ନେଇ ଆଶଙ୍କା ଥିଲା, ହେଲେ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଦୁଇ ଦଳ ମଧ୍ୟରେ ମ୍ୟାଚ ଧାର୍ଯ୍ୟ ସମୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ବର୍ତମାନ ନଟରାଜନ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା କେଳାଳୀ ଓ ଷ୍ଟାଫର ଅନ୍ୟର ସଦସ୍ୟଙ୍କୁ ଆଇସୋଲେଟ କରାଯାଇଛି ଓ ମେଡିକାଲ ଟିମ ତାଙ୍କ ଉପରେ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking