26.1 C
Bhubaneswar
Tuesday, May 7, 2024
Homeଖେଳଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ନୂଆଦିଲ୍ଲୀ : ଆଜି ଆଇପିଏଲର ୪୭ ତମ ମ୍ୟାଚ ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଆଜିର ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୭ ବିଜୟ ୪ ପରାଜୟ ସହ ୧୪ ପଏଣ୍ଟ ରେ ରହିଥିବା ବେଳେ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ମାତ୍ର ହାଇଦ୍ରାବାଦ ଦଳ ୧୧ଟି ମ୍ୟାଚ ଖେଳି ୪ ବିଜୟ ୭ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଆଜିର ମ୍ୟାଚ ଟି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ରେ ଖେଳାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking