36.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଟି ଟ୍ୱେଣ୍ଟି ସିରିଜରେ ଭାରତର ବାଜିମାତ

ଟି ଟ୍ୱେଣ୍ଟି ସିରିଜରେ ଭାରତର ବାଜିମାତ

ସିଡ଼ିନୀ : ସୁପର ସଣ୍ଡେରେ ଭାରତର ସୁପର ଇନିଂସ । ଟି ଟ୍ୱେଣ୍ଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏହା ସହ ସିରିଜକୁ ଟିମ ୨-୦ ଆଗରେ ଜିତିଯାଇଛି । ରବିବାର ମ୍ୟାଚରେ ମାଥ୍ୟୁ ଓ ଷ୍ଟିଭଙ୍କ ବ୍ୟାଟିଂରେ ୨୦ ଓଭରରେ ୧୯୪ ରନ ସଂଗ୍ରହ କରିଥିଲ । ଏହାର ପ୍ରତିଜବାବରେ ଭାରତ ୧୯.୪ ଓଭରରେ ବିଜୟ ଲାଭ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂରେ ୪୨ ରନ ,କ୍ୟାପଟେନ କେହଲି ୪୦ ଓ ଧୱନ ୫୨ ରନ କରଇିଥିଲେ । ଏହା ସହ ମ୍ୟାଚ ଜିତି ସିରିଜ ନିଜ ନାମରେ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking