33.1 C
Bhubaneswar
Saturday, April 27, 2024
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ନିରଞ୍ଜନ ସାହୁ ହେଲେ ଉତ୍ତରାଞ୍ଚଳ ଆରଡିସି । ପ୍ରଶାନ୍ତ ସେନାପତି ହେଲେ ନିର୍ଦ୍ଦେଶକ । ଓବିସି, ଏସସି ଏସଟି ବିଭାଗ ସୁଶାନ୍ତ ମହାପାତ୍ର ହେଲେ ଡାଇରେକ୍ଟର ଇଷ୍ଟେଟସ । ଭି ଜୟକୁମାର ହେଲେ ଆୟୁଷ ବିଭାଗ ନିର୍ଦ୍ଦେଶକ । ଏନ ତିରୁମାଲା ନାଏକ ହେଲେ ଶ୍ରମ କମିଶନର । ଅବୋଲି ସୁନୀଲ ନରଭାଣେ ହେଲେ ରାଉରକେଲା ଏଡିଏମ ଓ ଆରଡିଏ ଭିସି ।
https://onakhabar.com/2019/12/27/lpg-bottling-plant-in-balangir-inagurated/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking