29.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟ ସ୍ୱରକୁ ଦିଲ୍ଲୀ ରେ ପହଁଚାଇବି-ମାନସ

ରାଜ୍ୟ ସ୍ୱରକୁ ଦିଲ୍ଲୀ ରେ ପହଁଚାଇବି-ମାନସ

ଭୁବନେଶ୍ୱର :ପ୍ରାର୍ଥୀ ଘୋଷଣା ପରେ ମାନସ ମଙ୍ଗରାଜ ଙ୍କ ପ୍ରତିକ୍ରିୟା । ପ୍ରାର୍ଥୀ ଘୋଷଣା ପରେ ନବୀନ ଙ୍କୁ ଧନ୍ୟବାଦ ଜଣାଇଲେ ମାନସ । ରାଜ୍ୟର ସମସ୍ୟାକୁ ସଠିକ ଭାବେ ଉପସ୍ଥାପନ କରିବେ କହିଲେ ମାନସ । ରାଜନୀତି ରେ ମୁଁ ଦୀର୍ଘ ବର୍ଷ ହେଲା ରହିଛି ବୋଲି କହିଲେ ମାନସ । ରାଜ୍ୟର ସ୍ୱର କୁ ମୁଁ ଦିଲ୍ଲୀ ରେ ପହଂଚାଇବି । ସେହିପରି ଡ. ସସ୍ମିତ ପାତ୍ର ମଧ୍ୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking