33.1 C
Bhubaneswar
Saturday, April 27, 2024
Homeଓଡିଶାସ୍ତ୍ରୀକୁ ହାଣିଲା ସନ୍ଦେହୀ ସ୍ୱାମୀ

ସ୍ତ୍ରୀକୁ ହାଣିଲା ସନ୍ଦେହୀ ସ୍ୱାମୀ

ରାଇରଙ୍ଗପୁର : ସ୍ୱାମୀ ସାଜିଲା ସୈତାନ । ଯାହା ପାଇଁ ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧିଥିଲା ସେ ପୋଛିଦେଲା ସିନ୍ଦୁର । ସ୍ତ୍ରୀ କୁ କୁରାଢିରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଦଲାଯୋଡି ଗାଁରେ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନୃସଂଶ ଭାବେ ହତ୍ୟା କରିଛି ସ୍ୱାମୀ । କାଠଫାଳିଆରେ ପିଟି ପିଟି ଦରମରା କରିବା ପରେ କୁରାଢିରେ ହାଣି ହତ୍ୟା କରିଛି । ମୃତଦେହ ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ସ୍ୱାମୀ କୁ ଅଟକ ରଖିଛି ପୁଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking