34.1 C
Bhubaneswar
Saturday, April 27, 2024
Homeଓଡିଶାକଳାକୋର୍ଟ,ଗାଉନ୍ ନ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ

କଳାକୋର୍ଟ,ଗାଉନ୍ ନ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ

ଭୁବନେଶ୍ୱର : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ୍ ନ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । କଳା କୋର୍ଟ, ଗାଉନ୍ ନ ପିନ୍ଧି ଧଳା ସାର୍ଟ/ସାଲୱାର କମିଜ୍ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଦା ଧଳା ନେକ୍ ବ୍ୟାଣ୍ଡ ପରରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ନୋଟିସ୍ ଯାଏଁ ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ୍ ନିର୍ଦ୍ଦେଶ ହୋଇଛି । କଳା କୋର୍ଟ ଓ ଜ୍ୟାକେଟ୍ ପିନ୍ଧିବା ଅନୁଚିତ୍ କହିଥିଲେ ପ୍ରଧାନ ବିଚାରପତି ।
https://onakhabar.com/2020/05/14/no-need-to-take-pass-taking-passenger-in-airport-and-railway-station/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking