28.1 C
Bhubaneswar
Friday, March 29, 2024
Homeଅପରାଧନାବଳିକା ଭାଣିଜୀଙ୍କୁ ଦୁଷ୍କର୍ମ ଅଭିଯୋଗ !

ନାବଳିକା ଭାଣିଜୀଙ୍କୁ ଦୁଷ୍କର୍ମ ଅଭିଯୋଗ !

କେନ୍ଦୁଝର : ପୁଣି ଲଜ୍ଜା । ନାବଳିକା ଭାଣିଜୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ । ପଡ଼ୋଶୀ ସମ୍ପର୍କୀୟ ମାମୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା ।
ସୂଚନା ଅନୁଯାୟୀ, ଘରେ ବାପା ମା’ ଝଗଡ଼ା ଲାଗିବାରୁ ନାବାଳିକା ଝିଅ ଘରୁ କେଉଁ ଆଡ଼େ ପଳାଇଯାଇଥିଲା । ରାତିରେ ପଡ଼ୋଶୀ ଘରେ ଥିôବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/05/14/plfi-lifted-ex-sarpanch/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking