33.1 C
Bhubaneswar
Saturday, April 27, 2024
Homeଏକ୍ସକ୍ଲୁସିଭ୍ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ର ବିକ୍ଷୋଭ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ର ବିକ୍ଷୋଭ

କଳାହାଣ୍ଡି: କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀ ପାଟଣା ରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବୀ କରି  ଆଜି ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖ ରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏଥି ପୂର୍ବରୁ କଳାହାଣ୍ଡି  ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ଠାରୁ ପ୍ରତିମାସ ଶେଷ ସୋମବାର ଜିଲାରେ  ବିକ୍ଷୋଭ କରିଆସୁଛନ୍ତି । ଭୌଗଳିକ ଦୃଷ୍ଟିରୁ ଓ ସରକାର ଙ୍କ ପଲ କମିଶନ ରିପୋର୍ଟ ଅନୁସାରେ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା କଥା କିନ୍ତୁ ଏହା ନ କରି ଦି ଗାଡାଇ ଚାଲିଛନ୍ତି ତୁରନ୍ତ କଳାହାଂଡି ରେ  ହାଇକୋର୍ଟ ବେଞ୍ଚସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking