29.1 C
Bhubaneswar
Monday, May 6, 2024
Homeଓଡିଶା୮ରେ ଲଘୁଚାପ, ଭୀଷଣ ବର୍ଷା ସମ୍ଭାବନା

୮ରେ ଲଘୁଚାପ, ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଚଳିତ ମାସ ୮ ତାରିଖରେ ପୁଣି ଲଘୁଚାପ ହେବା ସମ୍ଭାବନା ଅଛି । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗବିଶେଷଜ୍ଞମାନେ ଆକଳନ କରିଛନ୍ତି । ଉତ୍ତର ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଓଡ଼ିଶା ଓ ଆନ୍ଧ୍ର ଆଡ଼କୁ ମୁହାଁଇବ । ଫଳରେ ୧୦ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତହୋଇ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁମିଳିଥିବା ସୂଚନା ଅନୁଯାୟୀ ୮ ତାରିଖରେସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାରେ ରାଜ୍ୟରେ ଅନେକ ଅଞ୍ଚଳରେ ବର୍ଷାହେବ । ଏହାକୁ ଦୃଷ୍ଟିରେ ରଖି ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଜିବାକୁ ବାରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking