39.1 C
Bhubaneswar
Friday, April 26, 2024
Homeଜୀବନଶୈଳୀଶରୀର କୁ ସବୁ ସମସ୍ୟାରୁ ମୁକ୍ତି ଦିଏ ହଳଦି

ଶରୀର କୁ ସବୁ ସମସ୍ୟାରୁ ମୁକ୍ତି ଦିଏ ହଳଦି

ଭୁବନେଶ୍ୱର : ରୋଷେଇ ଘରେ ହିଁ ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ସମାଧାନ ଲୁଚି ରହିଛି। ହଳଦୀ ସବୁ ଘରର ରେେଷେଇ ଘରେ ନିଶ୍ଚିତ ରହିଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ଅନେକ ସମସ୍ୟାର ସମାଧାନ କରିଥାଏ। ଶରୀରରୁ ବିଷାକ୍ତ ପଦାର୍ଥ କାଢ଼ିବାରେ ଏହା ବେଶ୍ ସହାୟକ ହୋଇଥାଏ। ଏଥିପାଇଁ ହଳଦୀକୁ ପାଣିରେ ମିଶାଇ ପିଇବାକୁ ହୁଏ।
ହଳଦୀରେ ଲିପୋପୋଲିସାକାରାଇଡ୍ ନାମକ ତତ୍ତ୍ୱ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ଆଣ୍ଟି-ସେପ୍ଟିକ୍ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି, ଯାହା ଘା’କୁ ଭଲ କରିବା ସହିତ ଯନ୍ତ୍ରଣାକୁ କମ୍ କରିଥାଏ। ହଳଦୀ ଶରୀରରେ ପିତ୍ତ ଉତ୍ପାଦନକୁ ସକ୍ରିୟ କରିବା ସହିତ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ।ଏହା ମଧ୍ୟ ତ୍ୱଚାରେ ଚମକ୍ ଆଣଥାଏ । ହଳଦି ଆଲାର୍ଜି ରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାକୁ ଆମେ ନିତିଦିନ ଖାଦ୍ୟରେ ବ୍ୟବହାର କରିଥାଉ । ପେଟ ସମ୍ବନ୍ଧୀୟ ସବୁ ସମସସ୍ୟାର ସମାଧାନ ମଧ୍ୟ ହୋଇଥାଏ ହଳଦୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking