24.1 C
Bhubaneswar
Thursday, May 9, 2024
Homeଓଡିଶାକନ୍ଧମାଳ ଜିଲ୍ଲାରେ ସକାଳ ୯ଟା ଯାଏଁ ଲାଗି ରହୁଛି କୁହୁଡି: ବାଧାପ୍ରାପ୍ତ ହେଉଛି ଯାତାୟାତ

କନ୍ଧମାଳ ଜିଲ୍ଲାରେ ସକାଳ ୯ଟା ଯାଏଁ ଲାଗି ରହୁଛି କୁହୁଡି: ବାଧାପ୍ରାପ୍ତ ହେଉଛି ଯାତାୟାତ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ସହ କୋହଲା ପାଗ । ସକାଳ ୯ଟା ଯାଏ ଲାଗି ରହୁଛି କୁହୁଡି । ଦିନ ବେଳା ବି ଶୀତ ବସ୍ତ୍ର ପିନ୍ଧି ବାହାରକୁ ବାହାରୁଛନ୍ତି ଲୋକେ । ପ୍ରବଳ କୁହୁଡି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ମାଣ୍ଡୋସ୍‌ ପ୍ରଭାବରେ ଜିଲ୍ଲାରେ ତାପମାତ୍ରା ସାମାନ୍ୟ ବଢି ୧୦ରୁ ୧୨ ଡିଗ୍ରୀ ରହୁଛି ।

ରାତିରେ ରାସ୍ତା କଡ଼ରେ ଆଉ ଛିଡ଼ା ହୋଇପାରିବେ ନାହିଁ କିନ୍ନର, ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking