ରାତିରେ ରାସ୍ତା କଡ଼ରେ ଆଉ ଛିଡ଼ା ହୋଇପାରିବେ ନାହିଁ କିନ୍ନର, ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର: ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ । ରାତିରେ କିନ୍ନରକୁ ରାଜଧାନୀ ରାସ୍ତାକଡ଼ ବାରଣ । ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ ।ଅତି ଜରୁରୀ କାମନଥିଲେ କିନ୍ନରମାନେ ରାତିରେ ରାସ୍ତା କଡ଼ରେ ଛିଡ଼ା ହୋଇପାରିବେନି । ଯଦି କେହି ଛିଡ଼ା ହୋଇ ଅନୈତିକ କାମରେ ଲିପ୍ତ ରୁହନ୍ତି, ତେବେ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସମସ୍ତ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ତାଗିଦ୍‌ କରାଯାଇଛି … Continue reading ରାତିରେ ରାସ୍ତା କଡ଼ରେ ଆଉ ଛିଡ଼ା ହୋଇପାରିବେ ନାହିଁ କିନ୍ନର, ହକି ବିଶ୍ୱକପ ପାଇଁ ପୋଲିସର କଡ଼ା ଆଭିମୁଖ୍ୟ