26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗରାଉରକେଲାରୁ ଶୀଘ୍ର ଉଡିବ ବିମାନ

ରାଉରକେଲାରୁ ଶୀଘ୍ର ଉଡିବ ବିମାନ

ଭୁବନେଶ୍ୱର: ରାଉରକେଲା ଏୟାରପୋର୍ଟରୁ ଶୀଘ୍ର ବିମାନ ଉଡିବ ବୋଲି କହିଛନ୍ତି ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଉଷା ପାଢୀ । ଏଥିପାଇଁ ଦେଢ ବର୍ଷ ମଧ୍ୟରେ ଏୟାରପୋର୍ଟ କାମ ସରିବ ବୋଲି ସେ କହିଛନ୍ତି । ରନୱେର ସଂପ୍ରସାରଣ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ । ନଭେମ୍ବର ୨୦ ତାରିଖ ୨୦୨୦ରେ  ରାଉରକେଲା ଗ୍ରସ୍ତରେ ଆସିଥିଲେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନଘାଟି ଆନୁଷଙ୍ଗିକ ବ୍ୟବସ୍ଥା ସହ ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଥିଲେ ।  ତା ପୂର୍ବରୁ ଗତ ଅକ୍ଟୋବର ୧୫ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଧନ ପାଢ଼ୀ ରାଉରକେଲା ଗସ୍ତରେ ଆସି ବିମାନଘାଟି କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଥିଲ । ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କେବେ ଉଡିବ ତାହାକୁ ଅପେକ୍ଷା କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking