30.1 C
Bhubaneswar
Friday, April 26, 2024
Homeଅପରାଧସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ଯୁବକ ଗିରଫ

ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ଯୁବକ ଗିରଫ

ଯାଜପୁର : ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ବରୀ ଥାନା ଶେରପୁର ଗ୍ରାମର ସମୀର ରାଉତ ବୋଲି ଜଣାପଡିଛି । ଗତକାଲି ରାତିରେ ଏହି ଯୁବକ ଜଣକ ନିଜ ଫେସବୁକରେ କରୋନା ସମ୍ପର୍କରେ ଏକ ଗୁଜବ ଖବର ପୋଷ୍ଟ କରିଥିଲା । ଏହା ଜାଣିପାରି ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଆଜି ସନ୍ଧ୍ୟାରେ ପୋଲିସ ତାକୁ ଗିରଫ କରିଥିବା ଏସପି ଟୁଇଟ ଯୋଗେ ଜଣାଇଛନ୍ତି ।
https://onakhabar.com/2020/04/03/6th-corona-positive-identified-odisha-cuttack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking