30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଚର୍ଚ୍ଚାରେ ଡାର୍ନେଲ ଫିସର

ଚର୍ଚ୍ଚାରେ ଡାର୍ନେଲ ଫିସର

ନୂଆଦିଲ୍ଲୀ: ବୁଧବାର ସେଫିଲ୍ଡରେ ଖେଳାଯାଇଥିବା ମ୍ୟାଚରେ ପ୍ରିଷ୍ଟନର ଇଂରାଜୀ ଫୁଟବଲ ଖେଳାଳୀ ଡାର୍ନେଲ ଫିସର ପ୍ରତିଦ୍ୱନ୍ଦୀ କାଲୁମ୍ ପାଟର୍ସନଙ୍କ ଯୌନାଙ୍ଗକୁ ଟାଣିବା ସମୟରେ କ୍ୟାମେରାରେ ଧରାପଡି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଫଳରେ ବର୍ତମାନ ସେ ଅସୁବିଧାରେ ପଡିଯାଇଛନ୍ତି । ତେବେ ଏହି ଚକିତକର ଭିଡିଓ ଫୁଟେଜ ସାମ୍ନାକୁ ଆସିବା ପରେ ଫୁଟବଲ୍ ଆସୋସିଏସନ(ଏଫଏ) ପ୍ରେଷ୍ଟନ ଡିଫେଣ୍ଡର କାର୍ଯ୍ୟର ଯାଂଚ କରିବ । ଏହି ଭିଡିଓରେ ଫିସର ଦୁଇଥର ପାଟର୍ସନଙ୍କ ବ୍ୟକ୍ତିଗତ ଅଙ୍ଗକୁ ଟାଣିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଖେଳର ଦ୍ୱିତୀୟାର୍ଦ୍ଧରେ ଘଟିଥିଲା ଏବଂ କ୍ୟାମେରାରେ କଏଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking