37.1 C
Bhubaneswar
Sunday, May 5, 2024
Homeଏକ୍ସକ୍ଲୁସିଭ୍ଉତ୍ତର ଭାରତରେ ଭୂକମ୍ପ

ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରରେ ଭୂକମ୍ପ ଝଟକା । କିଛି ସମୟ ପାଇଁ ଏହି ଝଟକା ଲାଗିଥିବା ଜଣାପଡିଛି । ଦିଲ୍ଲୀ ସହ ଶ୍ରୀନଗର, ଚଣ୍ଡିଗଡରେ ବି ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିବା ଜଣାପଡିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।
https://onakhabar.com/2019/12/20/bjp-expelled-mla-kuldeep-singh-sengar-sentenced-to-life-imprisonment/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking