38.1 C
Bhubaneswar
Wednesday, May 1, 2024
Homeଓଡିଶାଓଡିଶାରେ ଡେଲଟା ପ୍ଲସ ଚିହ୍ନଟ

ଓଡିଶାରେ ଡେଲଟା ପ୍ଲସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନେଇ ଏନସିଡିସି ଏସ.କେ ସିଂ ସୂଚନା ଦେଇଛନ୍ତି । ଓଡିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଦେଶରେ ଚିହ୍ନଟ ମୋଟ ୪୮ଟି କେସରୁ ଓଡିଶାରେ ଗୋଟିଏ ବୋଲି ଜଣାପଡିଛି । ମହାରାଷ୍ଟ୍ରରେ ୨୦,ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି । କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ଏହି ଦୁଇଟି ଟିକା ପାଖରେ ଅଛି । କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି କାମ କରୁଛି । ଆଲଫା, ବିଟା, ଗାମା, ଡେଲଟା ପ୍ଲସ ପ୍ରତି କାମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking