ରାଜଧାନୀ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କ ପୌରପାଳ ନିର୍ବାଚନ ବନ୍ଦ ଘୋଷଣା ଅସାମ୍ବିଧାନିକ । ଲୋକତନ୍ତ୍ର ପାଇଁ ଏହା ସମ୍ପୂର୍ଣ୍ଣ ଅସିଦ୍ଧ । ତେବେ ବୁଧବାର ନିର୍ବାଚନ ହେବାକୁ ଘୋଷଣା କରାଯାଇଥିବା ବେଳେ ମୁନିସିପାଲିଟି ସଂସ୍ଥାର ଏକତାକରଣକୁ ଭିତ୍ତି କରି କେନ୍ଦ୍ର ସହ ଯୋଗାଯୋଗ ପରେ ଏହାକୁ ସ୍ଥଗିତ ରଖା ଯାଇଥିଲା । ଯାହା ସମ୍ପୂର୍ଣ୍ଣ ରୂପେ ଗଣତନ୍ତ୍ରର ହତ୍ୟା ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ୍ ପ୍ରକାଶ କରିଛନ୍ତି ।