30.1 C
Bhubaneswar
Friday, April 26, 2024
HomeUncategorizedଦିଲ୍ଲୀ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି, ଚଳିତ ବର୍ଷ ବିଜେପିର ଭଲ ପଦର୍ଶନ

ଦିଲ୍ଲୀ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି, ଚଳିତ ବର୍ଷ ବିଜେପିର ଭଲ ପଦର୍ଶନ

ନୂଆଦିଲ୍ଲୀ: ଗତ ୮ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଆପ୍ ବୁଥ୍ ଆଗରେ ରହିଛି। ୭୦ଟି ବିଧାନସଭା ଆସନରୁ ୫୦ଟିରେ ଆପ୍ ଆଗରେ ରହିଥିବା ବେଳେ ବିଜେପି ୨୦ଟି ଆସନରେ ଆଗରେ ରହିଛି। ଏବଂ ଏ ସମୟରେ କଂଗ୍ରେସ ପଛରେ ରହିଛି। ନିର୍ବାଚନ ଆୟୋଗ ମୁତାବକ, ଆମ ଆଦମୀ ପାର୍ଟି ୩୨ଟି ଆସନରେ ଆଗରେ ରହିଥିବା ବେଳେ ଏବଂ ବିଜେପି ୧୬ଟି ଆସନରେ ଆଗରେ ଅଛି। ଭୋଟ୍ ପ୍ରତିଶତରେ ୧୦ ପ୍ରତିଶତର ଅନ୍ତର ରହିଛି ।
https://onakhabar.com/2020/02/11/delhi-assembly-election-result-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking