32.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଆଜି ଖଣ୍ଡଗିରି ନେଇ ଚୂଡାନ୍ତ ନିଷ୍ପତ୍ତି

ଆଜି ଖଣ୍ଡଗିରି ନେଇ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର:ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ବିଏମସି କମିଶନର ପ୍ରତିକ୍ରିୟା ଦେଇଛନ୍ତି । ଏନଏଚ ନିର୍ମାଣ କାମ ଯୋଗୁଁ ପୂର୍ବ ସ୍ଥାନରେ ଅନୁମତି ଦେବା ଅସମ୍ଭବ । ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ସ୍ଥାନରେ ନକରି ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ସଚିବ ଓ ଏସଆରସିଙ୍କ ସହ ଆଲୋଚନା ହୋଇ ପରାମର୍ଶ ନିଆଯାଇଛି । ବିକଳ୍ପ ସ୍ଥାନ ଖୋଜା ଚାଲିଛି କହିଲେ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ଆଜି ପୁଣି ଆୟୋଜଙ୍କ ସହ ଆଲୋଚନା ହେବ, ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି। ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking