30.1 C
Bhubaneswar
Friday, April 26, 2024
Homeଓଡିଶାପୁରୀସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ

ସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ସମୁଦ୍ରରେ ଗଧୋଇବା ବେଳେ ବୁଡିଗଲେ ୩ ପର୍ଯ୍ୟଟକ , ଜଣେ ମୃତ । ୨ ଜଣଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ , ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ପର୍ଯ୍ୟଟକ ଛତିଶଗଡ ରାୟଗଡ ଅଂଚଳର ମିନାକ୍ଷୀ ନାୟକ । ପରିବାର ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ଖୁଣ୍ଡି ନିକଟରେ ଭାସିଗଲେ ।

ଅବପାତରେ ପରିଣତ ହେଲା ଲଘୁଚାପ : ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆର୍ଲଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking