ଅବପାତରେ ପରିଣତ ହେଲା ଲଘୁଚାପ : ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆର୍ଲଟ

ଭୁବନେଶ୍ୱର : ଅବପାତରେ ପରିଣ ହେଲା ସୁଦୃଶ୍ୟ -ଲଘୁଚାପ କ୍ଷେତ୍ର । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା: ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା ବେଳେ , ରାଜ୍ୟରେ ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ଟିସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଚିକିଟିରେ ୧୮୫ ମିଲିମଟର ବର୍ଷା … Continue reading ଅବପାତରେ ପରିଣତ ହେଲା ଲଘୁଚାପ : ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆର୍ଲଟ