38.1 C
Bhubaneswar
Wednesday, May 1, 2024
Homeଓଡିଶାପାଣି ଚାମ୍ବରରୁ ଉଦ୍ଧାର ହେଲା ୱାଟକୋ କର୍ମଚାରୀଙ୍କ ମୃତ ଦେହ

ପାଣି ଚାମ୍ବରରୁ ଉଦ୍ଧାର ହେଲା ୱାଟକୋ କର୍ମଚାରୀଙ୍କ ମୃତ ଦେହ

ଭୁବନେଶ୍ୱର : ପାଣି ଚାମ୍ବରରୁ ଉଦ୍ଧାର ହେଲା ୱାଟକୋ କର୍ମଚାରୀଙ୍କ ମୃତ ଦେହ । ୱାଟକୋ ରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କର ଡ୍ୟୁଟି ସମୟରେ ସନ୍ଦେହଜନକ ଅବସ୍ଥାର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ବଳରାମ ଗୈାଡ ବୋଲି ଜଣାପଡିଛି । ସୂଚନ ଅନୁସାରେ ଗୁରୁବାର ଅପରାହ୍ନ ସମୟରେ ସି.ଆର.ପି ଛକ ଠାରେ ଥିବା ପାଣି ଚାମ୍ବରିଂ ଚେକିଂରେ ଯାଇଥିଲେ । ଆଉ ସେହି ସମୟରେ ସେ ଗଳିପଡିଥିବା ଅନୁମାନ କରାଯାଉଛି । ତେବେ ପାଣି ଚାମ୍ବର ଭିତରେ ସେ ୪-୫ ଘଣ୍ଟା ପର୍ଯ୍ୟନ୍ତ ରହିଥିବା ବେଳେ ତାଙ୍କ ସହ ଯାଇଥିବା ବଳରାମ ମଧ୍ୟ ତାଙ୍କୁ ଦେଖି ପାରିନଥିଲେ । ଏବଂ ୪-୫ ଘଣ୍ଟା ପରେ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାକିଟାଲ ହସ୍ପିଟାଲରୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking