39.1 C
Bhubaneswar
Friday, April 26, 2024
Homeଓଡିଶାଟାଉନ ପୁଲିସର ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ଟାଉନ ପୁଲିସର ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ଯାଜପୁର : ଯାଜପୁର ଥାନା ବାଲିପଦା ଛକ ରେ ଥିବା ବେଆଇନ ବାଣ ଦୋକାନ ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି ।ବାଣ ବିକ୍ରି କରିବା ଅଭିଯୋଗରେ ବାଣ ଦୋକାନିକୁ ଗିରପଂ କରାଯାଇଛି । ଏହି ଦୋକାନରେ ବାଣ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ପୋଲିସ ସେଠାରେ ଚଢ଼ାଉ କରିଥିଲା ।ତନଖି ସମୟରେ ବିଭିନ୍ନ ପ୍ରକାରର ବାଣ ଜବତ କରାଯାଇଥିଲା ।କୋରୋନା ଜନିତ କଟକଣା ପାଇଁ ସାରା ରାଜ୍ୟରେ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking