27.8 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ନୂତନ ନିଯୁକ୍ତି ଘଟିପାରେ । ପୂର୍ବ ଅଭିଜ୍ଞତା କାର୍ଯ୍ୟରେ ଲାଗିବ । ମନ ଅସ୍ଥିର ରହିବ । ପାରିବାରିକ ବୁଝାମଣା ହେବ । ବୃଥା କାର୍ଯ୍ୟରେ ଆଗେଇବେ । ବ୍ୟୟ ବଢ଼ିବ । ଦୂରଯାତ୍ରା କରିପାରନ୍ତି ।

ବୃଷ : ବହୁଦିନର ଅଟକିଥିବା କାର୍ଯ୍ୟ ଆଗେଇବ । ଶତ୍ରୁ ଚିନ୍ତାରେ ବ୍ୟସ୍ତ ରହିବେ । ଯୋଜନାରେ ତ୍ରୁଟି ଦେଖାଦେବ । ପରିସ୍ଥିତି ପ୍ରତି ଉଦାସନ ରହିବେ । ବିଶୃଙ୍ଖଳାରୁ ମୁକ୍ତି ପାଇବେ । ଗୃହ ଉପକରଣ ସଂଗ୍ରହ କରିବେ ।

ମିଥୁନ : ଆଜି କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ । ଦେହ ଭଲ ରହିବ । ମାନସିକ ଆଘାତ ପାଇବେ । ସହାୟତା ସୁଲଭ ହେବ । ଯାତ୍ରାଦିରେ ସଫଳ ହେବେ । ଅପ୍ରିୟ ପରିସ୍ଥିତି ଦେଇ ଗତିକରିବେ ।

କର୍କଟ : ଶାରିରୀକ କଷ୍ଟ ଭୋଗିବେ । ନୂତନ ଅଭିଜ୍ଞତା ପାଇପାରନ୍ତି । ବନ୍ଧୁମେଳରେ ଆନନ୍ଦିତ ହେବେ । ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି । ସଙ୍କଟର ମୁକାବିଲା କରିବେ । ବନ୍ଧୁବର୍ଗରେ ଅପଦସ୍ତ ହୋଇପାରନ୍ତି ।

ସିଂହ : ଆଜି ପ୍ରାୟତଃ ଲାଭବାନ ହେବେ । ବିଭିନ୍ନ ଦିଗରୁ ଅସୁବଧା ଉପୁଜିବ । ଦେହ ଭଲ ରହିବ । ବ୍ୟାକୁଳ ରହିବେ । ନିଜକୁ ଅସହାୟ ମନେକରିବେ । କାର୍ଯ୍ୟରେ ବିଫଳତା ଉପୁଜିବ ।

କନ୍ୟା : ହଠାତ ଆକସ୍ମିକ ହାନି ଘଟିପାରେ । ଚିନ୍ତା ବଢ଼ିବାକୁ ଲାଗିବ । ଦୁର୍ଘଟଣାରେ ପଡ଼ିପାରନ୍ତି । ଗୃହରେ କଳି ଉପୁଜିବ । ବ୍ୟୟଭାର ବଢ଼ିବ । ପରିବେଶ ଲାଭପଦ ହେବ । ସୁ-ସମ୍ବାଦ ପାଇପାରନ୍ତି ।

ତୁଳା : ଗୃହରେ ଆନନ୍ଦ ପାଇବେ । ଅଧିକାର ପ୍ରତି ସଚେତନ ହେବେ । ମହିଳାମାନେ ସ୍ୱାମୀଙ୍କୁ ସହଯୋଗ କରିବେ । ବନ୍ଧୁସହ ମତାନ୍ତର ହୋଇପାରେ ।

ବିଛା : ଅଟକିଥିବା କାର୍ଯ୍ୟରେ ଆଗେଇବେ । ସହଯୋଗ ପାଇପାରନ୍ତି । ଅପକର୍ମର ଫଳ ମିଳିବ । ସୁଯୋଗ ଦୂରୋପଯୋଗ କରିବେ । ପ୍ରିୟ ବ୍ୟକ୍ତି ସହ ମତାନ୍ତର ଘଟିପାରେ । ଯାତ୍ରାରେ ବିଘ୍ନ ଘଟିପାରେ ।

ଧନୁ : ବିଭିନ୍ନ ଦିଗରୁ ସମସ୍ୟା ଘଟିବ । ସହକର୍ମୀ ସହାୟତା କରିବେ । ପରିବେଶ ଲାଭଜନକ ହେବ । ଅନ୍ୟକର୍ମ ପାଇଁ ଆଗ୍ରହୀ ହୋଇପାରନ୍ତି । ପ୍ରିୟ ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢ଼ିବ ।

ମକର : ଯୋଜନାରେ ପରିବର୍ତନ ଘଟିପାରେ । ନିଜର ପ୍ରମୋଦ ପାଇଁ ନିନ୍ଦିତ ହୋଇପାରନ୍ତି । ସମ୍ପତି ପାଇଁ ଗଣ୍ଡଗୋଳ କରିପାରନ୍ତି । ଚିନ୍ତା ଦୂରେଇଯିବ । ଧର୍ମଭାବନାରୁ ଶାନ୍ତି ମିଳିବ । ନିର୍ମାଣ କାର୍ଯ୍ୟରେ ଆଗେଇବେ ।

କୁମ୍ଭ : ଆଜି ଅଜାଣତରେ ପରିବର୍ତନ ହେବ । ଅନ୍ୟର ନିୟନ୍ତ୍ରଣରେ ରହିବେ । ବୃଥା କାର୍ଯ୍ୟରେ ସମୟ କାଟିବେ । ମାଙ୍ଗଳିକ କାର୍ଯ୍ୟରେ ସମୟ ଦେବେ । ଅତିଥିଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି ।

ମୀନ : ପାରିବାରିକ ଗଣ୍ଡଗୋଳ ଉପୁଜିପାରେ । ଭାତୃବିବାଦ ଦେଖାଦେବ । ପରିସ୍ଥିତି ପ୍ରତି ସଜାଗ ରହିବେ । ମାନସିକ ଉତେଜନା ହୋଇପାରନ୍ତି । ଦାୟିତ୍ୱ ଅଧିକାର ବଢ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking