28.1 C
Bhubaneswar
Saturday, April 27, 2024
Homeଓଡିଶାନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍

ନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍

ଭୁବନେଶ୍ୱର: ନକଲି ଔଷଧ ବ୍ୟବସାୟୀ ସାବଧାନ। ନକଲି ଔଷଧ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛି ଓଡ଼ିଶା ପୋଲିସ। ଔଷଧ ସଞ୍ଜୀବନୀ ସଦୃଶ। ମଣିଷକୁ ଏହା ମୃତ୍ୟୁ ମୁଖରୁ ରକ୍ଷା କରେ। ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି। ତେଣୁ ଏହାକୁ ରୋକିବାକୁ କଡା ପଦକ୍ଷେପ ନେଉଛି ଓଡ଼ିଶା ପୋଲିସ। ଗତ ୯ ତାରିଖରେ ନକଲି ଔଷଧ କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking