29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକରୋନା : ଚୀନରେ ମୃତ୍ୟୁସଂଖ୍ୟା ୮୧୨

କରୋନା : ଚୀନରେ ମୃତ୍ୟୁସଂଖ୍ୟା ୮୧୨

ବେଜିଂ : କରୋନା ଭୂତାଣୁ ସଂକ୍ରମଣରେ ଚୀନରେ ଶନିବାର ୮୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨, ୬୫୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଚୀନରେ ୩୭, ୨୫୧ ଏବଂ ବିଦେଶରେ ୩୨୦ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ଭୂତାଣୁ ସଂକ୍ରମଣରେ ଚୀନରେ ମୋଟ ମୃତ୍ୟୁ ସଂଖ୍ୟା ୮୧୨ ଏବଂ ବିଦେଶରେ ଜଣଙ୍କର ମୃତ୍ୟୁ ଘଟିଛି। ଚୀନରେ ଚିକିତ୍ସା ପରେ ୨,୬୫୧ ଜଣ ରୋଗୀଙ୍କୁ ଘରକୁ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ୨୮ ହଜାର ୯୪୨ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଉଛି।
https://onakhabar.com/2020/02/08/coronavairus-9/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking