29.1 C
Bhubaneswar
Monday, May 6, 2024
Homeଓଡିଶାଡରାଇଲାଣି ଲେଉଟାଣି ଲହର

ଡରାଇଲାଣି ଲେଉଟାଣି ଲହର

ଭୁବନେଶ୍ୱର: କରୋନାର ଲେଉଟାଣି ଲହର ମୁକାବିଲା ପାଇଁ ସରକାରୀ ତପ୍ତରତା ପ୍ରକାଶ ପାଇଛି । ସମସ୍ତ ଜିଲ୍ଲାପାଳ, ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ, ଡାଏଲିସିସ, ଲେବର ରୁମ ଆଦି ମଧ୍ୟ ପ୍ରସ୍ତୁତ ରଖିବା ସହ ଏସବୁ ନେଇ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ବାଦ ଦେଲେ ଫାଭିପିରାଭିର, ରେମଡେସିଭର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ କୁହାଯାଇଛି । ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉ । । ଲୋକେ ସଚେତନ ହେବା ସହ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking