33.1 C
Bhubaneswar
Saturday, April 27, 2024
Homeଓଡିଶାକରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ

କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ

ଭୁବନେଶ୍ୱର : କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ  ।କରୋନା ମୁକାବିଲା ପାଇଁ ମାର୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । ପରୀକ୍ଷା ଚାଲିଥିବା ସ୍କୁଲ ବନ୍ଦ ହେବ ନାହିଁ  । ସିନେମା ହଲ ଓ ସୁଇମିଙ୍ଗ ପୁଲ,ଜିମ ମଧ୍ୟ ବନ୍ଦ ରହିବ । ଏଯାଏ  ଓଡ଼ିଶାରେ କେହି ଆକ୍ରନ୍ତ ହୋଇନାହାନ୍ତି  କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ପାଣ୍ଠି କରାଯାଇଛି । କ୍ୟାବିନେଟ ପ୍ରସଙ୍ଗରେ କରୋନା ପ୍ରସ୍ତାବ କୁ ମଞ୍ଜୁରୀ ମିଳିଛି । କରୋନା ସମ୍ପର୍କରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି । ବିଧାନ ସଭା ସ୍ଥଗିତ ପାଇଁ ପ୍ରସ୍ତାବ । ବିପର୍ଯୟ ପ୍ରମଶନ ଆଇନ୨୦୦୫ ଅନୁସାରେ ରାଜ୍ୟ ବିପର୍ଯୟ ।
https://onakhabar.com/2020/03/13/corona-virus-the-presidential-palace-is-closed-to-tourists-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking