27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗ୨୪ ଘଣ୍ଟାରେ ଦେଶରେ ନୁଆ ୩୬ ହଜାର ୬୫୨ କୋରନା ରୋଗୀ

୨୪ ଘଣ୍ଟାରେ ଦେଶରେ ନୁଆ ୩୬ ହଜାର ୬୫୨ କୋରନା ରୋଗୀ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କମୁଛି କୋରନା ସଂଖ୍ୟା । ଏହା ଏକ ଆଶ୍ୱସ୍ତିକର ଖବର ନିଶ୍ଚୟ । ତେବେ ଗତ ୨୪ ଘଣ୍ଟ ମଧ୍ୟରେ ୩୬ ହଜାର ୬୫୨ ଆକ୍ରାନ୍ତ ହୋଇଥିବା ବେଳେ ୫୧୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହାକୁ ନେଇ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୦୮ ହଜାର ୨୧୧ କୁ ବୃଦ୍ଧି ପାଇଥବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦ ରେ ପହଞ୍ଚିଛି । ତେବେ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୪୨ ହଜାର ୫୩୩ ଜଣ ଏହା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୦ ଲକ୍ଷ ୫୮ହଜାର ୬୮ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking