26.1 C
Bhubaneswar
Tuesday, May 7, 2024
Homeକରୋନା ଓଡିଶାଯାଜୁର ଜିଲ୍ଲା ରେ କରୋନା ଲୁଚକାଳି ସଂକ୍ରମିତ ସଂଖ୍ୟା କମୁଚି ବଢ଼ୁଚି

ଯାଜୁର ଜିଲ୍ଲା ରେ କରୋନା ଲୁଚକାଳି ସଂକ୍ରମିତ ସଂଖ୍ୟା କମୁଚି ବଢ଼ୁଚି

ଯାଜପୁର : ଜିଲ୍ଲା ରେ କରୋନା ବଢ଼ୁଚି ଓ କମୁ ଥିବାରୁ ଲୁଚୁକଳି ସଧୁଷ ହୋଇଛି ।୩ ତାରିଖରେ ୩୮୮ଥିଲାb
ବେଳେ ୪ତାରିଖରେ୧୫ଟି ସ୍ଥାନ ରେ ୨୦୦୦ ଜଣ ଙ୍କ ସ୍ୱୋବ୍ ଟେଷ୍ଟ ରୁ ୫୧୬ ଜଣଙ୍କ ଠାରୁପୋଜେଟିଭି ବାହାରିଛି ଓ ବୃଦ୍ଧିପାଇଛି l ଜିଲ୍ଲା। ରେ ରେଡ ଜୋନ ରେ କରୋନା ସ୍ଥିତି ରହିଚି ୩୦୦ରୁ୬୦୦ ମଧ୍ୟ ରେ ରହିଛି କରୋନା ଏପରି ସ୍ଥିତି ରହୁଥିବାରୁ ଜିଲ୍ଲା ବସୀ ଙ୍କ ମୁଣ୍ଡ ବ୍ୟଥା କାରଣ ହୋଇଛି। ବ୍ୟାସନଗର ସହର ରେ ୪ତାରିଖରେ । ଜିଲ୍ଲା ର ସର୍ବାଧିକ ୯୯ ପୋଜେଟିଭ ସଂଖ୍ୟା କୋଭିଡ ଟେଷ୍ଟ ରୁ ଚିହ୍ନଟ କରାଯାଇି ଏହି ସହର ରେ କରୋନା ପୋଜେଟି ଭି ସଂଖ୍ୟା ଥମୁ ନଥିବାରୁ। ସହର ବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଜିଲ୍ଲା ର ଗ୍ରାମା ଅଞ୍ଚଳ ରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ମଧ୍ୟ ପାଉଛି l ୪ ତାରିଖ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ରେ ପୋଜେଟଭି ଙ୍କ ସଂଖ୍ୟା ୨୬,ବରୀ ରେ୩୫, ବିଞ୍ଝାରପୁର ୫୩, ଦାନଗଦି ୧୬, ଧର୍ମଶାଳା ୧୩, ଯାଜପୁରବ୍ଲକରେ ୬୧, ଦଶରଥପୁର ୬୮, ରସଲ ପୁର ୫୩, କୋରେଇ ରେ ୨୭, ସୁକିନ୍ଦା ୩୩, ଯାଜପୁରସହର ରେ ୨୪, ଓ ଅନ୍ୟାନ୍ୟ ୮ପୋଜେଟିଭି ଥିବାର ଟେଷ୍ଟ ରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking