28.1 C
Bhubaneswar
Friday, April 26, 2024
Homeଓଡିଶା୧୨ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୩୯୨ ମୃତ

୧୨ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୩୯୨ ମୃତ

ନୂଆଦିଲ୍ଲୀ: ଭାରତରେ ବର୍ତମାନ କୋରାନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି ପହଂଚିଛି । ଭାରତରେ କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତମାନ ୧୧ ହଜାର ୯୩୩ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ୧୦୧୯୭ ଜଣ ଅଛନ୍ତି, ଯାହା ମଧ୍ୟରେ ୧୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩୯୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ସାରା ଦୁନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲାଣି । ବର୍ତମାନ ସମଗ୍ର ଦେଶରେ ୨୦ ଲକ୍ଷ ୫୭୬ ଜଣ ଆକ୍ରାନ୍ତ ଅଛନ୍ତି । ଯାଗା ଭିତରେ ୧ ଲକ୍ଷ ୨୬ ହଜାର ୮୭୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏହା ଦୃତ ଗତିରେ ବ୍ୟାପିବାରେ ଲାଗିଛି । ଫଳରେ ଏହା ୬ ଲକ୍ଷ ୯ ହଜାର ୨୪୦ ଜଣଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ୨୬ ହଜାର ୩୩ ଜଣଙ୍କର ମୃତ୍ୟୁ ଘଟିଲାଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking