31.1 C
Bhubaneswar
Tuesday, May 7, 2024
Homeଓଡିଶାବର ହୋଇ କନ୍ୟା ମୁଖ ଦେଖି ପାରିଲା ନାହଁ , କରୋନା ର ଚକ୍ର...

ବର ହୋଇ କନ୍ୟା ମୁଖ ଦେଖି ପାରିଲା ନାହଁ , କରୋନା ର ଚକ୍ର ବ୍ୟୁହ ଖସି ଗଲା

ଯାଜପୁର : ଵିଧି ର ବିଧାନ କି କରିବ ଆନ ବର ବେଶ ରେ ଯାଇ ପାରିଲା ନାହିଁ ଯୁବକ କରୋନା ଗ୍ରାସ ରେ ଆଖି ବୁଝିଲା ବିବାହ ବନ୍ଦନ ରେ ଅବାଦ ହୋଇ ଯେଉଁ ସୁନେଲି ସ୍ୱପ୍ନ ଦେଖି ଥିଲା ଯୁବକ ତାର ଭାଗ୍ୟ ସାଥ ଦେଲାନାହିଁ l କରୋନା 2ୟ ଲହର ସବୁ ଦିନ ପାଇଁ ଆରପାରିକୁ କୁ ନେଇ ଗଲା l
, ମହାମାରୀ କରୋନା ର ଦ୍ୱିତୀୟ ଲହର ବରୀ ଅଞ୍ଚଳ ରେ ତାଣ୍ଡବ ଲୀଳା ରଚୁଛି l,ବିଭାହ ପାଇଁ ନିର୍ବନ୍ଧ ସରିଥିଲା ବେଳେ କରୋନା ଜଣେ ଯୁବକ ଙ୍କୁ ଚିରଦିନ ପାଇଁ ଆର ପାରିକି ପଠେଇ ଦେଇଛି l , ଏ ଭଳି ଏକ ଅଭାବ ନିୟ ଘଟଣା ବରୀ ବ୍ଲକ ବେଞ୍ଜରାପୁର ଗ୍ରାମରେ ଘଟିଛି,। ମନୋଜ ଜେନା ଙ୍କ ପୁଅ ସତ୍ୟଜିତ ଜେନା (ଗୁଡ଼ୁ) ମଇଥାନ ଷ୍ଟିଲ ରେ ଫିଟର ଭାବେ କାଯ୍ୟ କରୁଥିଲେେ। , ବିଭାହ ପାଇଁ ଘର କୁ ଆସିଥିଲେ । ନିର୍ବନ୍ଧ ବି ସରି ଯାଇଥିଲା । ସତ୍ୟଜିତ ଙ୍କୁ ଥଣ୍ଡା ହେବାରୁ କୋଭିଡ ଟେଷ୍ଟ କରାଇ ଥିଲେ ।, କରୋନା ସଂକ୍ରମିତ ବୋଲି ଚି଼ହ୍ନଟ ହେଲା ପରେ କୋଭିଡ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇଯାଇଥିଲେ ।, ଗତ କାଲି ସତ୍ୟଜିତ ଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କ ନିକଟରେ ପହଂଚି ଥିଲା, ପୁଅର ମୃତ୍ୟୁ ଖବର ଜାଣି ପରିବାର ରେ ଗଭୀର ଶୋକର ଛାୟା ଖେଳି ଯାଇଥିଲା । ପରିବାର ଲୋକେ ହତବାକ ହୋଇ ଯାଇଥିଲେ ।, ଏନେଇ ସମଗ୍ର ବରୀ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking